Download Now Banner

This browser does not support the video element.

ଯୋଡା: ଭଦ୍ରାସାହି ଛକ ଠାରେ ଚେକିଂ ବେଳେ କାରରୁ ୨୦ ଲକ୍ଷ ଟଙ୍କା ଜବତ

Joda, Kendujhar | May 3, 2024
ସୂଚନାରୁ ପ୍ରକାଶ ଆଜି ଦିନ ୨ ଘଟିକା ସମୟରେ ଭଦ୍ରାସାହି ଠାରେ ପୋଲିସ ପକ୍ଷରୁ ଚେକିଂ କରୁଥିବା ବେଳେ କାର୍ ରୁ ୨୦ ଲକ୍ଷ ଟଙ୍କା ପୋଲିସ ଜବତ କରିଛି । ତେବେ ଧରା ପଡ଼ିବା ଭୟରେ ଚାଳକ ଚମ୍ପଟ ମାରିଥିଲା । ତେବେ ୨ଟି ବ୍ୟାଗ୍ ରେ ଥିବା ଏତେ ଟଙ୍କା କାହାର ସ୍ପଷ୍ଟ ହୋଇପାରିନାହିଁ ଏନେଇ ପୋଲିସ ତଦନ୍ତ ଚଳାଇଛି ।
Read More News
T & CPrivacy PolicyContact Us