Install App
nuagaonnews
This browser does not support the video element.
ବୀରମିତ୍ରପୁର: ସାଲଗାବହାଲ ସେଣ୍ଟ ଥୋମାସ ଚର୍ଚ୍ଚ ପରିସରରେ ଡିନେରୀସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ।
Biramitrapur, Sundargarh | Oct 7, 2025
ସାଲଗାବହାଲ ସେଣ୍ଟ ଥୋମାସ ଚର୍ଚ୍ଚ ପରିସରରେ ଡିନେରୀସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥିଭାବେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ବିଧାୟକ ରୋହିତ ଯୋଶେଫ ତିର୍କୀ ଯୋଗ ଦେଇଥିଲେ।ଏଥିରେ ସରପଞ୍ଚ ମାରିୟାନୁସ ହରୋ ପ୍ରମୁଖ ସହଯୋଗ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!