Download Now Banner

This browser does not support the video element.

ଆଠମଲ୍ଲିକ: ହୋଟେଲ ରୁ ଚିତି ସାପ ଉଦ୍ଧାର. , ଅଳ୍ପକେ ରକ୍ଷା ପାଇଲେ ଗ୍ରାହକ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଶରଧାମୁଣ୍ଡା ଗ୍ରାମରେ

Athmallik, Angul | Oct 9, 2025
ଦେଇଥିବା ଜଗା ବଳିଆ ହୋଟେଲ ରୁ ଗୁରୁବାର ଦିନ ସନ୍ଧ୍ୟା 6.30 ରେ ଏକ ବିଷାକ୍ତ ଚିତି ସାପ ଉଧାର କରା ଯାଇଛି । ଗ୍ରାହକ ମାନେ ଖାଉଥିବା ବେଳେ ହଠାତ ଏକ ଚିତି ସାପ ହୋଟେଲ ଭିତର କୁ ପକାଇ ଆସିଥିଲା । ସାପ କୁ ଦେଖି ଭୟ ରେ ଗ୍ରାହକ ମାନେ ବାହାର କୁ ପଳାଇ ଯାଇଥିବା ବେଳେ ହୋଟେଲ ର ମାଲିକ ସୂରଥ ପ୍ରଧାନ କିପରି ସାପ କୁ ଘଉଡାଇ ଥିଲେ । ହେଲେ ସାପ ଟି ବାହାର ଅଞ୍ଚଳ କୁ ଯାଇନଥିଲା । ଫଳରେ କିପରି ସାପ କୁ ସୁରକ୍ଷିତ ଅବସ୍ଥା ରେ ଉଦ୍ଧାର କରା ଯିବ
Read More News
T & CPrivacy PolicyContact Us