Download Now Banner

This browser does not support the video element.

ଗୋବିନ୍ଦପୁର: ବାମରା ସ୍ଥିତ ଭାଗିରଥୀ ବିଦ୍ୟାଳୟ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରି ନିଶାଦ୍ରବ୍ୟ ଜବତ କଲା ଗୋବିନ୍ଦପୁର ପୋଲିସ

Govindpur, Sambalpur | Sep 10, 2025
ଶିକ୍ଷାନୁଷ୍ଠାନ ପାଖରେ ନିଶାଦ୍ରବ୍ୟ ବିକ୍ରି ସମ୍ପୂର୍ଣ୍ଣ ନିଷେଧ ଥିବାବେଳେ ଏହି ପରିପ୍ରେକ୍ଷୀରେ ରେ ବୁଧବାର ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଗୋବିନ୍ଦପୁର ଥାନା SI ଶକ୍ତିଧର ରାଉତ ଙ୍କ ନେତୃତ୍ୱରେ ବାମରା ସ୍ଥିତ ଭାଗିରଥୀ ବିଦ୍ୟାଳୟ ଷ୍ଟେସନବସ୍ତି ସ୍କୁଲ ଓ ପୁରୁଣାବସ୍ତି ସ୍କୁଲ ନିକଟରେ ଥିବା ବିଭିନ୍ନ ଦୋକାନ ଗୁଡ଼ିକରେ ଗୋବିନ୍ଦପୁର ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ସମୟରେ ବିଦ୍ୟାଳୟ ସନ୍ଲଗ୍ନ ନିକଟ ଦୋକାନ ଗୁଡ଼ିକରେ ଖୋଲାରେ ବିକ୍ରି ହେଉଥିବା ଜର୍ଦ୍ଦା ପାନମସଲା ଓ ସିଗାରେଟ ସମେତ ଅନ୍ୟାନ୍ୟ ନିଶାଦ୍ରବ୍ୟ ଗୁଡ଼ିକୁ ଜବତ କରାଯାଇଛି।
Read More News
T & CPrivacy PolicyContact Us