This browser does not support the video element.
ବରଗଡ: ମହାରାଜା ହୋଟେଲ ଠାରେ ଆଦି କର୍ମଯୋଗୀ ଅଭିଯାନର ତିନି ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
Bargarh, Bargarh (Baragarh) | Sep 4, 2025
ଆଦି କର୍ମଯୋଗୀ ଅଭିଯାନର ତିନି ଦିନିଆ ପ୍ରଶିକ୍ଷଣ ଶିବିର ଗୁରୁବାର ଅପରାହ୍ନ 3 ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି |ସ୍ଥାନୀୟ ମହାରାଜା ହୋଟେଲ ଠାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ସମସ୍ତ ବ୍ଲକରୁ ଯୋଗ ଦେଇ ଥିବା ମାଷ୍ଟର୍ ଟ୍ରେନର୍ ମାନଙ୍କୁ ତିନି ଦିନ ପର୍ଯ୍ଯନ୍ତ ଅଭିଯାନର ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଓ କ୍ଷମତା ବିକାଶ କରାଯିବ । ଏହାପରେ ସେମାନେ ନିଜ ନିଜ ବ୍ଲକ ସ୍ତରରେ ପି.ଆର୍.ଆଇ. ମେମ୍ବର, ସ୍ୱୟଂ ସହାୟକ ଗୋଷ୍ଠୀ, ଯୁବ ସେବକ ଏବଂ ପାରମ୍ପରିକ ନେତା ବା ମୁଖିଆ ତଥା ଆଦିକର୍ମଯୋଗୀ – ଆଦି ସହଯୋଗୀ – ଆଦି ସାଥୀଙ୍କ ମଜବୁତ କ୍ୟାଡର୍ ଗଠନ କରିବା ସହ ସେମାନଙ୍କ ନେତୃତ୍ବରେ