Download Now Banner

This browser does not support the video element.

ଢେଙ୍କାନାଳ ସଦର: ଆସନ୍ତା ସୋମବାର ଓଡାପଡା ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ନେଇ ସୂଚନା

Dhenkanal Sadar, Dhenkanal | Sep 6, 2025
ଢେ଼ଙ୍କାନାଳ ଆସନ୍ତା ସୋମବାର ସେପ୍ଟେମ୍ବର ୮ତାରିଖ ଓଡାପଡା ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ଏହି ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣାଣି କରିବେ। ସଂପୃକ୍ତ ଅଞ୍ଚଳ ବାସୀଙ୍କର ଯଦି କୌଣସି ଆପତ୍ତି ଅଭିଯୋଗ ଥାଏ ତେବେ ସମାଧାନ ନିମନ୍ତେ ଶିବିରରେ ପଞ୍ଜିକରଣ କରି ଅଭିଯୋଗ କରିପାରିବେ ବୋଲି ଜଣାଇ ଦିଆଯାଉଛି ।
Read More News
T & CPrivacy PolicyContact Us