This browser does not support the video element.
ଦିଗପହଣ୍ଡି: କୋଟିନଡା ଗ୍ରାମ ପଞ୍ଚାୟତ ଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
Digapahandi, Ganjam | Aug 26, 2025
ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର କୋଟିନଡା ଗ୍ରାମ ପଂଚାୟତ ଠାରେ ଅଭିଯୋଗ ସୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭି୍ୋଗ ସୁଣାଣି କାର୍ଯ୍ୟକ୍ରମ ଅ।ଜି ଦିନ 10 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ଦିଗପହଣ୍ଡି ବ୍ଲକର ବିଡିଓ ଙ୍କ ସମେତ ବ୍ଲକର ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ସାଧାରଣ ଜନତାଙ୍କ ଅଭିଯୋଗକୁ ଗ୍ରହଣ କରିଥିଲେ । ଏଥିସହ ଅଭିଯୋଗର ସମାଧାନ ଯେତେଶିଘ୍ର ହୋଇପାରିବ ସେ ନେଇ ପ୍ରଶାସନିକ ଅଧିକାରୀ ମାନେ ପଦକ୍ଷେପ ନେଇଥିବା ଜଣାପଡିଛି ।