Download Now Banner

This browser does not support the video element.

କୋଟପାଡ: ଜାତୀୟ ଶିକ୍ଷା ନିତି ପରିବର୍ତନ ପାଇଁ କୁନ୍ଦୁରା ସ୍ଥିତ ଶିକ୍ଷକ ଭବନ ଠାରେ ଆଜି ପ୍ରତିକ୍ରିୟା ରଖିଲେ ଜିଲ୍ଲା ପରିଷଦ ଉପାଧକ୍ଷ

Kotpad, Koraput | Sep 5, 2025
ଜାତୀୟ ଶିକ୍ଷା ନିତି ପରିବର୍ତନ ପାଇଁ କୁନ୍ଦୁରା ସ୍ଥିତ ଶିକ୍ଷକ ଭବନ ଠାରେ ଆଜି ଅପରାହ୍ନ ଚାରିଟାରେ ପ୍ରତିକ୍ରିୟା ରଖିଲେ କୋରାପୁଟ ଜିଲ୍ଲା ପରିଷଦ ଉପାଧକ୍ଷ ରାଧା ବିନୋଦ ସାମନ୍ତରାୟ l କୁନ୍ଦୁରା ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଗୁରୁ ଦିବସ ପାଳନ  ଅବସରରେ  ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ କୋରାପୁଟ ଜିଲ୍ଲା ପରିଷଦ ଉପାଧକ୍ଷ ରାଧା ବିନୋଦ ସାମନ୍ତରାୟ l  ଏହି ଅବସରରେ ନିଜ ଭାଷଣରେ ଜାତୀୟ ଶିକ୍ଷା ନିତି କୁ ନେଇବଦଳୁ ନାହିଁ ଶିକ୍ଷା ବ୍ୟବସ୍ଥା l ଶିକ୍ଷକ ମାନେ ସ୍ୱାଧୀନ ଭାବେ ଶିକ୍ଷା ଦାନ କରିବା ଆବଶ୍ୟକ ରହିଛି ବୋଲି କହିଲେ
Read More News
T & CPrivacy PolicyContact Us