Download Now Banner

This browser does not support the video element.

ଛତ୍ରପୁର: ରମ୍ଭା ଠାରେ କଂଗ୍ରେସର ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Chhatrapur, Ganjam | Sep 6, 2025
ରମ୍ଭାରେ କଂଗ୍ରେସର ସାଂଗଠନିକ ସୃଜନ ଅଭିଯାନ କାର୍ଯ୍ୟକ୍ରମ ମହିଳା ନେତ୍ରୀ ସୁଜ୍ଞାନୀ ପଟ୍ଟନାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଶନିବାର ଅପରାହ୍ଣରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଏଆଇସିସି ପ୍ରଭାରୀ ରାମଲାଲ ଜାକ ,ସମ୍ମାନିତ ଅତିଥି ରୂପେ ପୂର୍ବତନ ବିଧାୟକ ଜାଖବ ପ୍ରଧାନ, ପିସିସି ସଭ୍ୟ ବିଜନ ନାୟକ, ଜଳେଶ୍ବର ନାୟକ ,କୋରଡିନେଟର ତ୍ରିନାଥ ବେହେରା, ସହ କୋରଡିନେଟର ରଶ୍ମି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us