Download Now Banner

This browser does not support the video element.

ଜି ଉଦୟଗିରି: ଯୌତୁକ ଦାବୀ କରିବା କୁ ନେଇ ଟୀକାବାଲି ଥନାରେ ଏକ ମାମଲା ରୁଜୁ ହୋଇଅଛି. ଝିଅ ଘର ଲୋକ ଲିଖିତ ଅଭିଯୋଗ ପରେ ଥାନାରେ 190/2025 ରେ ଏକ ମାମଲା ରୁଜ

G Udayagiri, Kandhamal | Sep 1, 2025
ଯୌତୁକ ଦାବୀ କରିବା କୁ ନେଇ ଟୀକାବାଲି ଥନାରେ ଏକ ମାମଲା ରୁଜୁ ହୋଇଅଛି. ଝିଅ ଘର ଲୋକ ଲିଖିତ ଅଭିଯୋଗ ପରେ ଥାନାରେ 190/2025 ରେ ଏକ ମାମଲା ରୁଜୁ ହୋଇଥିବାର ଥାନା ଅଧିକାରୀ ସୂଚନା ଦେଇଅଛନ୍ତି.
Read More News
T & CPrivacy PolicyContact Us