This browser does not support the video element.
ଜଗତସିଂହପୁର: ଆଦିକବି ଶାରଳା ଦାସ ସଂସ୍କୃତି ଭବନରେ ସ୍ୱାୟତ୍ତ ଶାସନ ଦିବସ, ଯୋଗଦେଇ ପ୍ରତିକ୍ରିୟା ରଖିଲେ ବିଧାୟକ ଅମରେନ୍ଦ୍ର ଦାସ
Jagatsinghapur, Jagatsinghpur | Aug 31, 2025
ଜଗତସିଂହପୁର ପୌରପ୍ରଶାସନ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନ । ସଦରମହକୁମା ଆଦିକବି ଶାରଳା ଦାସ ସଂସ୍କୃତି ଭବନରେ ଏହି ଅବସରରେ ଆଜି ଦିନ ୧ ଘଟିକାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ଅମରେନ୍ଦ୍ର ଦାସ ମୁଖ୍ୟଅତିଥିଭାବେ ଯୋଗଦେଇ ଜଗତସିଂହପୁର ପୌରପାଳିକା ଭବିଷ୍ୟତରେ ଏକ ଅଗ୍ରଣୀ ପୋୖରାଞ୍ଚଳ ହେବ ବୋଲି ଆଶାବ୍ୟକ୍ତ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପୋୖରାଧ୍ୟକ୍ଷା ଅର୍ଚ୍ଚନା ସିଂହ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ ,ଉପଜିଲ୍ଲାପାଳ ପ୍ରଶାନ୍ତ ତରାଇ ,