This browser does not support the video element.
ଝାରସୁଗୁଡା: ବିଟିଏମ୍ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଧାୟକଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
Jharsuguda, Jharsuguda | Dec 27, 2024
ଆଜି ଦିନ ୨ ଟା ସମୟରେ ଝାରସୁଗୁଡ଼ା ବିଟିଏମ୍ ସ୍ଥିତ ବିଜେପି କାର୍ଯ୍ୟାଳୟ ରେ ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବରସରେ ସ୍ଥାନୀୟ ଲୋକେ ନିଜର ବ୍ୟକ୍ତିଗତ ଏବଂ ବିଭିନ୍ନ ସାମୁହିକ ସମସ୍ୟା ନେଇ ଆସିଥିଲେ। ଏବଂ ବିଧାୟକ ସମସ୍ତ ସମସ୍ୟା ର ତର୍ଜମା ପୂର୍ବକ ସମାଧାନ କରାଯିବ ବୋଲି ଲୋକଙ୍କୁ ଆଶ୍ଵାସନା ଦେଇଛନ୍ତି।