This browser does not support the video element.
ଗୋପାଳପୁର: ବାତ୍ୟାକୁ ନେଇ ଗୋପାଳପୁର ସମୂଦ୍ର ଅଞ୍ଚଳକୁ ସମ୍ପୂର୍ଣ୍ଣ ଖାଲି କରାଯାଇଥିବା ସୂଚନା
Gopalpur, Ganjam | Oct 23, 2024
ବାତ୍ୟା ଦାନା ନେଇ ପାଣିପାଗ ବିଭାଗ ପକ୍ଷରୁ ଗୋପାଳପୁର ସମୁଦ୍ରକୁ ବିପଦ ସଂକେତ ଜାରୀ କରାଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନ ପୋଲିସ୍ ସମୁଦ୍ର ଅଂଚଳ ପୁରା ଖାଲି କରିଦେଇଥିବା ବେଳେ ପୁରା ଅଞ୍ଚଳ ଖାଁ ଖାଁ ହୋଇଯାଇଥିବା ଜଣାପଡ଼ିଛି l ଓଡ଼୍ରlଫ ଟିମ୍ ସହ ପୋଲିସ ସ୍ଥାନୀୟ ଅଞ୍ଚଳରେ ପଇଁତରା ମାରୁଥିବା ଜଣାପଡିଛି l