Download Now Banner

This browser does not support the video element.

କବିସୂର୍ଯ୍ୟନଗର: କେ. ବରିଡାରେ ପୂଜା ମେଢ଼ ବୁଲି ପ୍ରଭୁ କୃପା ଲାଭ କଲେ ବିଧାୟକ

Kabisuryanagar, Ganjam | Sep 4, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ବେଗୁନିଆପଡା ବ୍ଲକର କେ. ବରିଡା ହାଇସ୍କୁଲ ଛକ ରେ ଅନୁଷ୍ଠିତ ପବିତ୍ର ଗଣେଷ ପୂଜା ବୁଲି ଗଜାନନଙ୍କ ଆଶ୍ରିବାଦ କାମନା କରି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣଙ୍କ ମଙ୍ଗଳ କାମନା କରି ଥିଲେ । ସନ୍ଧ୍ୟା 6.30 ମିନିଟ ରେ ଉପସ୍ଥିତ ରହି ଆଳତିରେ ଯୋଗ ଦେଇ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଏଥିସହ ପୂଜା କମିଟି ସହିତ ଆଲୋଚନା କରିଥିଲେ । ତାଙ୍କ ସହ କୋଦଳା ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ସମାଜସେବୀ ଚିତ୍ର ସେନ ପରିଡା, ସମିତି ସଭ୍ୟ ସତୀଶ ରଞ୍ଜନ ତାରିଣୀ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us