This browser does not support the video element.
ଚିତ୍ରକୋଣ୍ଡା: ଚିତ୍ରକୋଣ୍ତା ପାଇଁ ଆପ୍ ର ପ୍ରାର୍ଥୀ ହେଲେ ଶରତ ଚନ୍ଦ୍ର ବୁରୁଦା
Chitrakonda, Malkangiri | Apr 19, 2024
ମାଲକାନଗିରି ଜିଲା ଚିତ୍ରକୋଣ୍ତା ପାଇଁ ଆପ୍ ର ପ୍ରାର୍ଥୀ ଗୁରୁବାର ଘୋଷଣା ସରିଛି । କଂଗ୍ରେସ ଦଳରୁ ଇସ୍ତଫା ପରେ ଆମ୍ ଆଦମୀ ଦଳରେ ସାମିଲ ହୋଇଥିବା ଶରତ ଚନ୍ଦ୍ର ବୁରୁଦାଙ୍କୁ ଦଳ ପ୍ରାର୍ଥୀ ଭାବେ ନାଁ ଘୋଷଣା କରିଛି । ତେବେ ଚଳିତ ସାଧାରଣ ନିର୍ବାଚନରେ ଆପ ମଧ୍ୟ ଭୋଟରଙ୍କ ନିକଟତର ହୋଇ ନିଜ ଭୂମିକା କୁ ପ୍ରଦର୍ଶନ କରିବ । ଏପଟେ ଶରତ ବୁରୁଦାଙ୍କୁ ଆପ୍ ପ୍ରାର୍ଥୀ କରିଥିବାରୁ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।