Download Now Banner

This browser does not support the video element.

ସୋନପୁର: ବିଶିମୁଣ୍ଡା ରାସ୍ତା କଡରୁ ୧୦ ଲିଟର ଦେଶୀ ମଦ ସହ ଏକ ବାଇକ ଜବତ, ଜଣେ ଅଭିଯୁକ୍ତ ଗିରଫ ଓ ଅବକାରୀ ଥାନାରେ ମାମଲା ରୁଜୁ

Sonapur, Subarnapur (Sonepur) | Aug 25, 2025
ବିଶିମୁଣ୍ଡା ରାସ୍ତା କଡରୁ ୧୦ ଲିଟର ଦେଶୀ ମଦ ସହ ଏକ ବାଇକ ଜବତ ଜଣେ ଅଭିଯୁକ୍ତ ଗିରଫ ଅବକାରୀ ଥାନାରେ ମାମଲା ରୁଜ୍ଜୁ । ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବିର ସାମଲଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳ ୧୦ ଟାରେ ଏକ ଅବକାରୀ ଟିମ ପେଟ୍ରୋଲିଙ୍ଗ କରୁଥିବା ବେଳେ ସନ୍ଦେହରେ ଜଣେ ବାଇକ ଚାଳକଙ୍କୁ ଅଟକାଇ ଥିଲେ।ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଡିକି ଭିତରୁ ୧୦ ଲିଟର ଦେଶୀ ମଦ ବାହାରି ଆସିଲା ଥିଲା।ଏନେଇ ଆଜି ଅବକାରୀ ଥାନାରେ ୯୦/୨୫ରେ ଅବକାରୀ ବିଭାଗ ଏକ ମାମଲା ରୁଜ୍ଜୁ କରି ଅଧିତ ତଦନ୍ତ ଯାରି ରଖିଥିବା ସୂଚନା ମିଳିଛି।ଏହି ଘଟଣାରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତ
Read More News
T & CPrivacy PolicyContact Us