Download Now Banner

This browser does not support the video element.

ସତ୍ୟବାଦୀ: ଜଳ ନିଷ୍କାସନ ଅଭାବରୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

Satyabadi, Puri | Sep 27, 2024
ସାରା ରାଜ୍ୟରେ ପାଖାପାଖି ୩ଦିନ ହେବ ଲାଗିରହିଛି ବର୍ଷା। କେଉଁଠି ମୂଷଳ ଧାରାରେ ଛେଚୁଛି ତ ଆଉ କେଉଁଠାରେ ସ୍ବଳ୍ପ ବର୍ଷା ଲାଗି ରହିଛି। ସତ୍ୟବାଦୀରେ ମଧ୍ୟ ଆଜି ଦିନ ତମାମ ବର୍ଷା ଲାଗି ରହିଛି। ଆଜି ଦିନ ୪ଟାରେ ସାକ୍ଷୀଗୋପାଳ ବଡ଼ ବଜାର, ବକୁଳ ବନ ରୋଡ଼, ଓଡ଼ିଆ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଜଳ ନିଷ୍କାସନ ଅଭାବରୁ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us