This browser does not support the video element.
ବଲାଙ୍ଗୀର: ରୁଗୁଡ଼ିପଡା ଠାରେ ଖୁଦୁରୁ କୁଣି ଓଷା ଭସାଣି ଧୂମଧାମ ରେ ପାଳନ
Balangir, Balangir | Sep 8, 2025
ବଲାଙ୍ଗୀର ରୁଗୁଡ଼ିପଡାରେ ହର୍ଷ ଉଲ୍ଲାସରେ ଖୁଦୁରୁ କୁଣି ଓଷା ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ବଲାଙ୍ଗୀର ରୁଗୁଡ଼ିପଡାରେ ଆଜି ହର୍ଷଉଲ୍ଲାସ ରେ ଖୁଦୁରୁ କୁଣି ଓଷା ଭସାଣି କାର୍ଯ୍ୟକ୍ରମ ପାଳିତ ହେଇଛି। ପ୍ରଥମେ ପାରମ୍ପରିକ ରୀତି-ନୀତିରେ ପୂଜା-ଅର୍ଚ୍ଚନା କରାଗଲା, ପରେ ସହର ପରିକ୍ରମା ସହିତ ଭସାଣି ଆରମ୍ଭ ହେଇଥିଲା। ଢୋଲ, ନିଶାନା, ନୃତ୍ୟ-ଗୀତ ଓ କଳା ପରିବେଶନାରେ ସମଗ୍ର ପରିବେଶ ଭକ୍ତି ମୟ ହୋୟୀ ଥିଲା। ପୁରୁଷ, ମହିଳା ଓ ଯୁବମାନଙ୍କରପ୍ରବଳ ଭିଡ଼ ଦେଖା ଦେୟୀ ଥିଲା । ଉତ୍ସାହିତ ଶ୍ରାଦ୍ଧଳୁମାନେ କହିଥିଲେ—ଏହି ଓଷା କାର୍ଯ୍ୟକ୍ରମ କେବଳ ଧାର୍ମିକ ପରମ୍ପରା ନୁହେଁ, ସମାଜକୁ ଏକତା, ସ