This browser does not support the video element.
ଢେଙ୍କାନାଳ ସଦର: ରାସୋଳ ଶବର ସାହି ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ଘୋଷାଡ଼ି ମାଡ଼
Dhenkanal Sadar, Dhenkanal | Aug 21, 2025
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଶବର ସାହିରେ ଆଜି ଅପରାହ୍ନ ୫ଟାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସାହିରେ ଜଣେ ବୃଦ୍ଧାଙ୍କୁ ଜଣେ ଯୁବକ ଅତି ଅମାନୁଷିକ ଭାବେ ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ଗଡେଇ ତଡେଇ ବିଧା ଗୋଇଠା ମାଡ ମାରିବା ଏହି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଚି। ମିଳିଥିଲା ସୂଚନା ଅନୁସାରେ ବୃଦ୍ଧି ଜଣଙ୍କୁ ତାଙ୍କ ସମ୍ପର୍କୀୟ ପୁତୁରା ଏପରି ଅମାନବୀୟ ନାରକୀୟ କାଣ୍ଡ ଘଟଇଛି। ପ୍ରଥମେ ହାତରେ ଏବଂ ପରେ ବାଡ଼ିରେ ମାଡ଼ ମାରି ଲହୁଲୁହାଣ କରିଦେଇଛି।ଏହି ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।