Download Now Banner

This browser does not support the video element.

ବାଲିଗୁଡା: ବାଲିଗୁଡା ଠାରେ ସାରଙ୍ଗଡ ବିକାଶ ପରିସଦର 60ରୁ ଊର୍ଧ ସଦସ୍ୟ ଙ୍କୁ 1ଲକ୍ଷ ଟଙ୍କାର ନୁଆ ବସ୍ତ୍ର ପ୍ରଦାନ କରିଛନ୍ତି ଶ୍ରୀ ଟୁନା ଦାସ

Baliguda, Kandhamal | Sep 29, 2025
ବଦଳିଛି ସରକାର କିନ୍ତୁ ବାଲିଗୁଡା ରେ ବଦଳିନି ବିଜେଡି ଦଳର ସେବା କାଯ୍ୟକ୍ରମ, ଅନାଥ ଆଶ୍ରମ ପିଲାଙ୍କ ମୁହଁରେ ଅଜସ୍ର ଖୁସି ଭରିଦେଇଛନ୍ତି ଶ୍ରୀଯୁକ୍ତ ଟୁନା ଦାସ, ସମବାର ଦିନ 11ଘଣ୍ଟିକା ସମୟରେ 40ଅନାଥ ପିଲା ଏବଂ ଷ୍ଟାଫ ଙ୍କୁ ନୁଆ ଵସ୍ତ୍ଦ ପ୍ରଦାନ କରାଯାଇଛି, ସୁଚନା ମୁତାବକ, ଅନାଥ ପିଲାଙ୍କ ମୁହଁରେ ହସ୍ ଫୁଟେଇଛନ୍ତି ଶ୍ରୀଯୁକ୍ତ ଟୁନା ଦାସ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ସଂଯୋଜକ ତଥା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହରର ସିଟି ବଜାର ମହଲକୁ ଆସି ନିଜ ଇଚ୍ଛାରେ ନୂଆ ଡ୍ରେସ୍ କିଣି ମନରେ ଭରି ଯାଇଛି ଅଜସ୍ର ଖୁସି। ଏଭଳି ମହାନତା ଦେଖେଇଛନ୍ତି
Read More News
T & CPrivacy PolicyContact Us