Install App
jagatsinghpurnews31
This browser does not support the video element.
ଜଗତସିଂହପୁର: ନାଉଗାଁ ଥାନା ଅଧିନ ର ଡେରିକି ବାଲି ଉପର ନିକଟରେ ଜଣେ ବ୍ୟକ୍ତି ଙ୍କ ଘରୁ ସୁନା ଗହଣା ଓ ମୂଲ୍ୟବାନ ସାମଗ୍ରୀ ଲୁଟ, ସାଇଣ୍ଟିଫିକ ଟିମ ଦ୍ୱାରା ପୋ
Jagatsinghapur, Jagatsinghpur | Aug 31, 2025
ନାଉଗାଁ ଥାନା ଅଧିନ ର ଡେରିକି ବାଲି ଉପର ନିକଟରେ ଜଣେ ବ୍ୟକ୍ତି ଙ୍କ ଘରୁ ସୁନା ଗହଣା ଓ ମୂଲ୍ୟବାନ ସାମଗ୍ରୀ ଲୁଟ, ସାଇଣ୍ଟିଫିକ ଟିମ ଦ୍ୱାରା ପୋଲିସ ର ତଦନ୍ତ ଆରମ୍ଭ l ସୂଚନା ମୁତାବକ ନାଉଗାଁ ଥାନା ଅଧିନ ର ଡେରିକି ବାଲି ଉପର ନିକଟରେ ଉଗ୍ରେସନ ମହାନ୍ତି ଙ୍କ ଘରୁ ସୁନା ଗହଣା ଓ ମୂଲ୍ୟବାନ ସାମଗ୍ରୀ ଲୁଟ, ହୋଇଥିବା ନେଇ ସେ ଏକ ଲିଖିତ ଅଭିଯୋଗ ନାଉଗାଁ ପୋଲିସ ଷ୍ଟେସନ ରେ ଗତକାଲି କରିଥିବା ବେଳେ, ପୋଲିସ ଆଜି ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ ଆରମ୍ଭ କରିଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!