This browser does not support the video element.
କେଗାଁଓ: ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ଗଣେଶ ପୂଜା ଭସାଣି
Kegaon, Kalahandi | Aug 30, 2025
ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ଗଣେଶ ପୂଜା ଭସାଣି ଆଜି 30ତାରିଖ ଶନିବାର ଅପରାହ୍ନ 4ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ଗଣେଶ ପୂଜା ଭସାଣି ଯାତ୍ରା ଅନୁଷ୍ଠିତ ହୋଇଯାଇଛି ଗତ 2ଦିନ ହେଲା ରାତିରେ ବିଭିନ୍ନ ଗଣେଶ ପୂଜା କମିଟି ତରଫରୁ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ତେବେ ଆଜି ବିଭିନ୍ନ ଗଣେଶ ମୂର୍ତ୍ତି ର ଭସାଣି ଅନୁଷ୍ଠିତ ହୋଇଛି ଏଭଳିକି ବିଭିନ୍ନ ଭାଷାଣି ରେ କମିଟିର ସଦସ୍ୟ ମାନେ ବିଭିନ୍ନ ପ୍ରକାର ଭେଷ ପୋଷାକ ରେ ଦେଖିବାକୁ ମିଳିଥିଲା