This browser does not support the video element.
ସୋନପୁର: ଧର୍ମଦାଣ୍ଡି ନାଳରେ ନିଖୋଜ ପୁଣି ଜଣେ ଯୁବକ ନିଖୋଜ
Sonapur, Subarnapur (Sonepur) | Sep 1, 2025
ଡୁଙ୍ଗୁରିପାଲି ଥାନା ବାନ୍ଧପାଳ ଗ୍ରାମର ଶ୍ରୀପତି ମହଲା ବୟସ (49 )ପିତା ଗୌର ମହଲା ଧର୍ମଦାଣ୍ଡି ଜୋର କୁ ଗାଧୋଇ ଯାଇଥିବା ବେଳେ ଘର କୁ ଫେରି ନ ଥିବାରୁ ତାଙ୍କର ସାଇକେଲ ଟି ଜୋର ହିଡ଼ ର ଥିବା ବେଳେ ପରିବାର ଲୋକେ ଓ ଗ୍ରାମବାସୀ ପକ୍ଷରୁ ସନ୍ଦେହ ହେବାରୁ ଜୋର ରେ ନୁରା ଖୁଜା କରି ନପାଇବାରୁ ଡୁଙ୍ଗୁରିପାଲି ଦମକଳ ବାହିନୀ କୁ ଡାକି ସହାୟତା ମାଗିବାରୁ ସାଙ୍ଗେ ସାଙ୍ଗେ ଦମକଳ ବାହିନୀ ଆସି ଜୋର ରେ ନୁରାଖୁଜା ଜାରି ରଖିଥିବା ବେଳେ ବର୍ତ୍ତମାନ ସେ ନିଖୋଜ ଥିବା ଜଣା ପଡିଛି।