Download Now Banner

This browser does not support the video element.

ଟିଟିଲାଗଡ: ତୁଷୁରା ଜଳଯୋଗାଣ ଯନ୍ତ୍ରୀ ଲୋକଙ୍କୁ ଦେଉଛନ୍ତି ଦୁର୍ବ୍ୟବହାର ଅଭିଯୋଗ ପରେ ଟିଟିଲାଗଡ଼ କଂଗ୍ରେସ ଅଫିସ ରେ କଂଗ୍ରେସ ନେତା ଦେଲେ ପ୍ରତିକ୍ରିୟା

Titlagarh, Balangir | Apr 26, 2025
ବଲାଙ୍ଗୀର ଜିଲ୍ଲା ତୁଷୁରା ଅଞ୍ଚଳରେ ପିଇବା ପାଣି ଦେବାରେ ବିଫଳ ହୋଇଛି ଜଳ ଯୋଗାଣ ବିଭାଗ। ସାଧାରଣ ଜନତା ଅଭିଯୋଗ କରିଗଲେ ଯନ୍ତ୍ରୀ ଅଜୟ ବେହେରା କରୁଛନ୍ତି ଦୁର୍ବ୍ୟବହାର। ସେହିପରି ଗତକାଲି ସାଧାରଣ ଲୋକଙ୍କ ସହ ସାମ୍ବାଦିକ ଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ ଯନ୍ତ୍ରୀ ଅଜୟ ବେହେରା।ଆଜି ଅଭିଯୋଗ ପାଇବା ପରେ ଟିଟିଲାଗଡ଼ କଂଗ୍ରେସ ନେତା ତଥା ଗତ ନିର୍ବାଚନ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ବାଗ ଆଜି ୯ ଟା ସମୟରେ ଅସନ୍ତୋଷ ଜାହିର କରି ଟିଟିଲାଗଡ଼ କଂଗ୍ରେସ ଅଫିସ ଠାରେ ଦେଲେ ପ୍ରତିକ୍ରିୟା।
Read More News
T & CPrivacy PolicyContact Us