Download Now Banner

This browser does not support the video element.

ପୋଲସରା: ପୋଲସରା ରେ ଏବିଭିପିର ୭୬ ତମ ପ୍ରତିଷ୍ଠା ଦିବସ ପାଳନ।

Polasara, Ganjam | Jul 9, 2024
ଏବିଭିପି ୭୬ ତମ ପ୍ରତିଷ୍ଠା ଦିବସ ପୋଲସରାରେ।ଗଞ୍ଜାମ ଜିଲ୍ଲାରେ ଏବିଭିପିର ୭୬ ତମ ପ୍ରତିଷ୍ଠା ଦିବସ ଅବସରରେ ସାରା ଦେଶରେ ପାଲନ କରାଯାଉଥିବା ବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଘୁମୁସର ଜିଲ୍ଲା ପୋଲସରା ନଗର ପକ୍ଷରୁ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଅପରାହ୍ନ ଚାରିଟା ସମୟରେ ସେଠାରେ ଫଳ ବଣ୍ଟନ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକର୍ମରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଷ୍ଟୁଡେଣ୍ଟ୍ ଫର୍ ସେବା ବିଭାଗ ସଂଯୋଜକ ରାକେଶ ଜେନା, ପୋଲସରା ନଗର ସମ୍ପାଦକ ଅବିନାଶ ପାଇକରାୟ,ଏବିଭିପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଦୀପକ ସେଠୀ ଅପରାହ ୪ଟା କରିଥିଲେ
Read More News
T & CPrivacy PolicyContact Us