This browser does not support the video element.
ସୋନପୁର: ପଂଚାୟତ ସମିତି କାର୍ଯ୍ୟାଳୟ ପରିଷର ଠାରେ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି |
Sonapur, Subarnapur (Sonepur) | Sep 2, 2025
ସୋନପୁର ବ୍ଲକ ଅନ୍ତର୍ଗତ ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ତା ୦୨.୦୯.୨୦୨୫ ରିଖ ମଙ୍ଗଳବାର ଦିନ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସମ୍ମାନନୀୟ ଶ୍ରୀ ଅରବିନ୍ଦ କୁମାର ଅଗ୍ରୱାଲ, ଆୟୁକ୍ତ ଓ ଶାସନ ସଚିବ, ଉଚ୍ଚ ଶିକ୍ଷା ବିଭାଗ ଓ ରାଜ୍ୟ ନୋଡାଲ ଅଧିକାରୀ, ଓଡିଶା ସରକାର ଭୀମ ଭୋଇ ଙ୍କ ପ୍ରତିକୃତି ରେ ପୁଷ୍ପ ମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ୱଳନ କରି ଉଦଘାଟନ କରି ଥିଲେ | ଏହି ଶିବିର ରେ ଉପସ୍ଥିତ ଅନ୍ୟାନ୍ୟ ଅଧିକାରୀ ମଧ୍ୟରେ ଜିଲ୍ଲାପାଳ