Download Now Banner

This browser does not support the video element.

ଜଗତସିଂହପୁର: ମଖି ଗ୍ରାମରେ ଏକ ଘରୋଇ କୁକୁଡ଼ା ଫାର୍ମରେ କୁକୁଡ଼ା ମଡ଼କ

Jagatsinghapur, Jagatsinghpur | Sep 3, 2025
ଜଗତସିଂହପୁର ଜିଲ୍ଲା ମକ୍ଷୀ ଅଞ୍ଚଳରେ କୁକୁଡ଼ା ମଡକ । ଏକ ଫାର୍ମରେ ଗତକାଲି ରାତିରେ ୩୦୦ ଶହରୁ ଅଧିକ କୁକୁଡ଼ା ମରିଯାଇଥିବା ନେଇ ଆଜି ସକାଳ ୯ ଟା ସମୟରେ ସୂଚନା ମିଳିଛି। କେଉଁ କାରଣ ପାଇଁ କୁକୁଡ଼ା ମଡ଼କ ଘଟିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ। ଫାର୍ମ ମାଲିକ ଏ ନେଇ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଅବଗତ କରିଛନ୍ତି । ଏହା ବାର୍ଡ ଫ୍ଲୁ ଆତଙ୍କ ବୋଲି ମଧ୍ୟ ସନ୍ଦେହ କରାଯାଉଛି ।
Read More News
T & CPrivacy PolicyContact Us