Install App
swapnajits
This browser does not support the video element.
ଡାବୁଗାଁ: ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ସିଏସଏସ କର୍ମୀ ମାନଙ୍କ ଧାରଣା ତୃତୀୟ ଦିନରେ, ଧାରଣା ସ୍ଥଳରେ ପହଂଚିଲେ ପୂର୍ବତନ ଡାବୁଗାଁ ବିଧାୟକ
Dabugan, Nabarangpur | Sep 24, 2025
ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟ ଆଗରେ ଗତ ତିନି ଦିନ ଧରି ବ୍ଲକ ସିଏସଏସ କର୍ମୀ ମାନେ ଧାରଣା ଦେଇଛନ୍ତି |ଆଜି ବ୍ଲକ କଂଗ୍ରେସ ପ୍ରତିନିଧି ଦଳ ସହ ଧାରଣାସ୍ଥଳରେ ପହଂଚିଥିଲେ ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ | ସ୍ଥାୟୀ ନିଯୁକ୍ତି, ସ୍ଥାୟୀ ଦରମା ଓ ଛଅ ମାସର ବେକେୟା ଦରମା ପ୍ରଦାନ ଆଦି ଦାବିରେ ସିଏସଏସ କର୍ମୀ ମାନେ ଧାରଣା ଦେଇଛନ୍ତି | ଯେଉଁ ପର୍ଯ୍ୟନ୍ତ ଦାବି ପୂରଣ ନ ହୁଏ ଧାରଣା ଯାରି ରହିବ ବୋଲି ସୂଚନା ଦେଇଛନ୍ତି |
Share
Read More News
T & C
Privacy Policy
Contact Us
Your browser does not support JavaScript!