Download Now Banner

This browser does not support the video element.

ନିମାପଡା: ବଳଙ୍ଗା ବଜାର ଠାରେ ଗଣେଶ ଭସାଣି ଉତ୍ସବ ମହା ସମାରୋହରେ ଅନୁଷ୍ଟିତ

Nimapada, Puri | Sep 6, 2025
ଆଜି ରାତି ୧୦ଟାରେ ନିମାପଡା ବ୍ଲକ୍ ଅନ୍ତର୍ଗତ ବଳଙ୍ଗା ବଜାର ଠାରେ ଗଣେଶ ଭସାଣି ଉତ୍ସବ ମହା ସମାରୋହରେ ଅନୁଷ୍ଟିତ ହୋଇଯାଇଛି। ଭସାଣି ଶୋଭାଯାତ୍ରାରେ ବିଭିନ୍ନ ସ୍ଥାନରୁ ଆସିଥିବ କଳାକାର ମାନେ ସାମିଲ ହୋଇ ପାରମ୍ପରିକ ନୃତ୍ୟ ପରିବେଷଣ କରୁଥିଲେ। ଆଖ ପାଖ ଅଞ୍ଚଳର ହଜାର ହଜାର ଜନ ସାଧାରଣ ଦେଖିବା ପାଇଁ ଭିଡ ଜମାଇଥିଲେ। ପିପିଲି ଡି ଏସପି ଙ୍କ ନେତୃତ୍ୱରେ ୨ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥଲେ।
Read More News
T & CPrivacy PolicyContact Us