Install App
arunkshadangi40
This browser does not support the video element.
ଫୁଲବାଣୀ ସହର: ଚକାପାଦ ଅଞ୍ଚଳ ର ଜଣେ ବ୍ୟକ୍ତି ମଦ ବିକ୍ରି କରୁଥିବା ଅଭିଯୋଗ ରେ ଚକାପାଦ ପୋଲିସ ଗିରଫ କରି ଦେଶୀ ମଦ ଜବତ ହୋଇଅଛି
Phulabani Town, Kandhamal | Sep 10, 2025
ଚକାପାଦ ଅଞ୍ଚଳ ର ଜଣେ ବ୍ୟକ୍ତି ମଦ ବିକ୍ରି କରୁଥିବା ଅଭିଯୋଗ ରେ ସାରଙ୍ଗଗଡ ପୋଲିସ ଗିରଫ କରି ଦେଶୀ ଜବତ ହୋଇଅଛି..ଥାନାରେ 96/2025 ରେ ମାମଲା ରୁଜୁ କରି ଆଜି ଅଭିଯୁକ୍ତ କୁ ପୋଲିସ କୋର୍ଟ ଚାଲାଣ କରିଥିବାର ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି.
Share
Read More News
T & C
Privacy Policy
Contact Us
Your browser does not support JavaScript!