Download Now Banner

This browser does not support the video element.

ଲକ୍ଷ୍ମୀପୁର: ଓଡ଼ପୁର ଗ୍ରାମରେ ଝାଡାବାନ୍ତି ଆତଙ୍କ, ୫ରେ ପହଞ୍ଚିଲା ମୃତ‍୍ୟୁ ସଂଖ‍୍ୟା

Lakshmipur, Koraput | Aug 24, 2025
କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଳକ୍ ଓଡପୁର ଗ୍ରାମରେ ଝାଡାବାନ୍ତି ରୋଗ ଆତଙ୍କ ଦେଖାଦେଇଛି। ଗତ ସପ୍ତାହକରେ ୪ ଜଣକ ମୃତ୍ୟୁ ହୋଇଥିବା ବେଳେ କୋରାପୁଟ ମେଡିକାଲରରେ ୭ ଜଣ ଚିକିତ୍ସିତ ହେଉଥିଲେ।ଆଜି ସେହ୍ ୭ ଜଣଙ୍କ ଭିତରୁ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁକ ହେଲେ ଖଗପତି ଗୌଡ। ମୃତ୍ୟୁ ସଂଖ୍ଯା ଏବେ ୫।ଗ୍ରାମରେ ଭୟଭୀତ ଅବସ୍ଥାରେ ଲୋକେ ଥିବା ବେଳେ ଗ୍ରାମରେ କୋରାପୁଟରୁ ସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚିଛନ୍ତି।
Read More News
T & CPrivacy PolicyContact Us