This browser does not support the video element.
ମାଲକାନଗିରି: ବାଲିମେଳା ଠାରେ ୭ ଫୁଟର ଅଜଗର ସାପ ଉଧାର କଲା ସ୍ନେକ୍ ହେଲପ ଲାଇନ୍
Malkangiri, Malkangiri | Sep 8, 2025
ମାଲକାନଗିରି ଜିଲ୍ଲା ବାଲିମେଳା ଠାରେ ଏକ ୭ ଫୁଟର ଅଜଗର ସାପ ଉଧାର କଲା ସ୍ନେକ୍ ହେଲପ ଲାଇନ୍। ସୋମବାର ପୂର୍ବାହ୍ନରେ ବାଲିମେଳା ଟାଉନ୍ ସ୍ଥିତ ଏକ ଘଲେ ଅଜଗର ସାପ ଥିବା ନେଇ ସ୍ନେକ ହେଲପ୍ ଲାଇନ୍ କୁ ଖବର ଦିଆଯାଇଥିଲା। ସ୍ନେକ୍ ହେଲପ ଲାଇନ୍ ସଦସ୍ୟ ମାନେ ପହଞ୍ଚି ସୁରକ୍ଷିତ ଭାବେ ସାପଟିକୁ ଉଧାର କରି ଜଂଗଲରେ ଛାଡିଛନ୍ତି।