Download Now Banner

This browser does not support the video element.

ଜୁଜୁମୁରା: ଭୀମଖୋଜ ଠାରେ ଡିଭାଇଡର ରେ ଧକ୍କା ହେଲା କାର , ଦୁଇ ଜଣ ଆହତ

Jujomura, Sambalpur | Sep 3, 2025
ସମ୍ବଲପୁର କଟକ 55 ନଂ ଜାତୀୟ ରାଜପଥର ଜୁଜୁମୁରା ଥାନା ଅନ୍ତର୍ଗତ ଭୀମଖୋଜ ଠାରେ ବୁଧବାର ଅପରାହ୍ନରେ ଏକ କାର ଦୁର୍ଘଟଣା ହୋଇଛି ଫଳରେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ ରେଢ଼ାଖୋଲ ପଟରୁ ଏକ କାର ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଭୀମଖୋଜ ଠାରେ ପ୍ରବଳ ବର୍ଷା କାରଣରୁ ରାସ୍ତା ଉପରେ ପାଣି ଜମିବା ସହ ରାସ୍ତା ଦେଖାଯାଇନଥିବାରୁ କାର ଟି ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡର ରେ ଧକ୍କା ହୋଇଥିଲା । ଫଳରେ ସେଥିରେ ବସିଥିବା ଦୁଇ ଜଣ ଆହତ ହୋଇଥିଲେ ।
Read More News
T & CPrivacy PolicyContact Us