Download Now Banner

This browser does not support the video element.

ସୋନପୁର: ୧୫ ତମ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଖଲିଆପାଲି ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sonapur, Subarnapur (Sonepur) | Sep 10, 2025
ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ ୧୧ ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଖଲିଆପାଲି ଠାରେ ୧୫ ତମ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l କମିଟିର ସଭାପତି ଫକୀର ଆଠଜୁଆଁଳି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷର ପୂଜା ପାଇଁ ସବିଶେଷ ଆଲୋଚନା ହୋଇଥିବାବେଳେ, ପୂଜା ମଧ୍ୟରେ 16 ପ୍ରହରୀ ନାମଯଜ୍ଞ ନିମନ୍ତେ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିବା ବେଳେ ବୈଠକ ଶେଷରେ ସମ୍ପାଦକ ବୃନ୍ଦାବନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l ତେବେ ଚଳିତ ବର୍ଷ ରିଙ୍କୁ ପୁଟେଲ ସପତ୍ନୀକ କର୍ତା ଦାଇତ୍ୱ
Read More News
T & CPrivacy PolicyContact Us