Download Now Banner

This browser does not support the video element.

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାରେ ଗୁରୁବାର ବର୍ଷା ସହ ବିଜୁଳି ଘଡ଼ଘଡ଼ି ସମ୍ଭାବନା ନେଇ ୟେଲୋ ୱାର୍ଣିଂ ଜାରି କରିଛି ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର

Lakshmipur, Koraput | Aug 27, 2025
କୋରାପୁଟ ଜିଲ୍ଲାରେ ଗୁରୁବାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ସହ ବିଜୁଳି ଘଡ଼ଘଡ଼ି ହେବା ନେଇ ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣିଂ ଜାରି କରାଯାଇଛି। ଏନେଇ ଆଜି ଅପରାହ୍ନ ୪.୩୦ଟା ସମୟରେ କୋରାପୁଟ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଛି। ଗୁରୁବାର ସକାଳ ୮.୩୦ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣିଂ ଥିବା ବେଳେ ୮.୩୦ ପର ଠାରୁ ୟେଲୋ ୱାର୍ଣିଂ ରହିବା ନେଇ ସୂଚନା। ଗୁରୁବାର ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ କିଛି କିଛି ସ୍ଥାନରେ ଝଡ଼ ତୋଫାନ ସମ୍ଭାବନା ରହିଥିବାର ସୂଚନା ରହିଛି।
Read More News
T & CPrivacy PolicyContact Us