Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲା ସଭାପତି ଚୟନ ନେଇ କଙ୍ଗ୍ରେସ କାର୍ଯ୍ୟାଳୟ ରେ କର୍ମୀ ବୈଠକ

Baleshwar M, Balasore | Sep 7, 2025
ଜିଲ୍ଲା କଙ୍ଗ୍ରେସ ସଭାପତି ଚୟନ ନେଇ କାର୍ଯ୍ୟାଳୟ ରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଅନ୍ୟ ନେତୃବୃନ୍ଦ ଉପସ୍ଥିତ ରହି ବିଶେଷ ଆଲୋଚନା କରାଯାଇଥିଲା।ଏହି ବୈଠକ ରବିବାର ଅପରାହ୍ନ ୪ଘଟିକାରେ ସମାପନ କରାଯାଇଥିଲା।
Read More News
T & CPrivacy PolicyContact Us