Download Now Banner

This browser does not support the video element.

ଗୋବିନ୍ଦପୁର: ଡଙ୍ଗାଯୋର ପ୍ରେମପଡ଼ାରେ ଏକ ଦିବସୀୟ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ

Govindpur, Sambalpur | Sep 7, 2025
ବାମରା ବ୍ଲକ କିନାବଗା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାଯୋର ପ୍ରେମପଡ଼ା ଠାରେ ବନ୍ଧୁ କ୍ଲବ ପକ୍ଷରୁ ରବିବାର ଦିନ ଏକଦିବସୀୟ ହକି ଟୁ୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି। ଉକ୍ତ ପ୍ରତିଯୋଗିତା ରେ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା ରୁ ୮ ଗୋଟି ଟିମ୍ ଭାଗ ନେଇ ଥିବା ବେଳେ ମସନିକାନି ଚାରୋପଡ଼ା ଟିମ୍ କୁ ପରାସ୍ତ କରି ସୁନ୍ଦରଗଡ଼ ଜିଲ୍ଲା କୁରଲୁଖମନ୍ ଟିମ୍ ବିଜେତା ହୋଇଥିଲା। ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣ ଚନ୍ଦ୍ର ଟୋପ୍ପୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ।
Read More News
T & CPrivacy PolicyContact Us