Download Now Banner

This browser does not support the video element.

ବୀରମହାରାଜପୁର: ବିନିକା ଥାନା ଅନ୍ତର୍ଗତ ବାଙ୍କୀଘିର୍ଡି ବାରଭଜା ଖେଲ ପଡିଆଠାରେ ରାଜ୍ୟ ସ୍ତରୀୟ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ

Biramaharajpur, Subarnapur (Sonepur) | Aug 31, 2025
ବିନିକା ଥାନା ବାଙ୍କୀଘିର୍ଡି ବାରଭଜା ଖେଲ ପଡିଆଠାରେ ଆଜି ସନ୍ଧ୍ୟା 6ଟା 30ମିନିଟ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ଏକ ଦିବସୀୟ ଫୁଟବଲ ତିର୍ଣ୍ଣମେଣ୍ଟ ଅନୁଷ୍ଠିତ ହୋଇଯାଇଛି ଲ 2ବିର ବଜରଙ୍ଗ କ୍ଲବ୍ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ବଲାଙ୍ଗୀର,କଟକ,ସମ୍ବଲପୁର,ସୁନ୍ଦରଗଡ଼,କୁଚିଣ୍ଡା,ବରଗଡ଼,ପଦ୍ମପୁର,ବି ଏମପୂର୍ ଦଳ ଅଂଶ ଗ୍ରହଣ କରିଥିଲେ l ଫାଇ ନାଲ ଖେଲରେ ବରଗଡ ତ୍ରାଇବ୍ରେକର ଜରିଆରେ 5-4 ଗୋଲାରେ ହରାଇ ସମ୍ବଲପୁର ସମ୍ୱଲପୁର ଦଳ ଚାମ୍ପିଅନ ହୋଇଥିଲା ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସରପଞ୍ଚ ପ୍ରତିନିଧି ମାନସ ବେହେରା ଙ୍କ ସମେତ ଅନ୍ୟାନ୍ୟ ଅତିଥି ମାନେ ଯୋଗଦେଇ ବିଜେତା ସମ୍ବ
Read More News
T & CPrivacy PolicyContact Us