This browser does not support the video element.
ଝାରସୁଗୁଡା: ଝାରସୁଗୁଡ଼ା ସର୍କିଟ ହାଉସ ଠାରେ ରାଜସ୍ୱ ମନ୍ତ୍ରୀଙ୍କ ବ୍ରଜରାଜନଗର ବିଧାନସଭାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ
Jharsuguda, Jharsuguda | Sep 5, 2025
ଝାରସୁଗୁଡ଼ା ସର୍କିଟ ହାଉସ ଠାରେ ଆଜି ସକାଳ ଦଶଟା ସମୟରେ ବ୍ରଜରାଜନଗର ବିଧାନସଭା ରେ ହେବାକୁଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଅଗ୍ରଗତି ଏବଂ ତତ୍ ସମ୍ବନ୍ଧୀୟ ବିଷୟ କୁ ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ବୈଠକରେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ ଙ୍କ ସମେତ ଅନେକ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ, ପୌର କାର୍ଯ୍ୟାଳୟ ଓ ଏମ୍ସିଏଲ ଅଧିକାରୀ ଗଣ ଉପସ୍ଥିତ ରହିଥିଲେ।ଆୟୋଜିତ ବୈଠକରେ ବିଶେଷ ଭାବରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ର ଲଖନପୁର