Download Now Banner

This browser does not support the video element.

ଜଗତସିଂହପୁର: ପାରାଦ୍ୱୀପ ଲକ ପୋଲିସ ପକ୍ଷରୁ ଚୂନଛକ ନିକଟରେ ଧରା ଯାଇଥିବା ବ୍ରାଉନ ସୁଗାର ଘଟଣା କୁ ନେଇ ପାରାଦ୍ୱୀପ ଲକ ଥାନାରେ ସାମ୍ବାଦିକ ସମ୍ମିଳନୀ ଅତିରି

Jagatsinghapur, Jagatsinghpur | Sep 3, 2025
ପାରାଦ୍ୱୀପ ଲକ ପୋଲିସ ପକ୍ଷରୁ ଚୂନଛକ ନିକଟରେ ଧରା ଯାଇଥିବା ବ୍ରାଉନ ସୁଗାର ଘଟଣା କୁ ନେଇ ପାରାଦ୍ୱୀପ ଲକ ଥାନାରେ ସାମ୍ବାଦିକ ସମ୍ମିଳନୀ ଅତିରିକ୍ତ ଏସ୍ପି ଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଠିତ ହୋଇଯାଇଛି l ସୂଚନା ମୁତାବକ ଆଜି ପାରାଦ୍ୱୀପ ଲକ ଥାନା ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇଁ ଚୂନ ଛକ ନିକଟରେ ଚଢ଼ାଉ କରି 21 ଗ୍ରାମ ର ବ୍ରାଉନ ସୁଗାର ଜବତ କରିବା ସହିତ ଏହି କାରବାର ରେ ସମ୍ପୃକ୍ତ ତିନି ଅଭିଯୁକ୍ତ ଗିରଫ କରିଛି ପୋଲିସ l
Read More News
T & CPrivacy PolicyContact Us