Download Now Banner

This browser does not support the video element.

ମାଲକାନଗିରି: ତିନୋଟି ବ୍ଲକର ମହିଳା ସରପଞ୍ଚ ଓ ନାଇବ ସରପଞ୍ଚଙ୍କୁ ନେଇ ଡିଆରଡିଏ କାର୍ଯ୍ୟାଳୟରେ ଦକ୍ଷତା ବୃଦ୍ଧି ତାଲିମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

Malkangiri, Malkangiri | Sep 11, 2025
ତିନୋଟି ବ୍ଲକ୍ ଯଥା କାଲିମେଳା, କୋରୁକୋଣ୍ଡା ଏଵଂ ମାଥିଲି ବ୍ଲକ୍ ଆଦି ବିଭିନ୍ନ ପଞ୍ଚାୟତ ର ମହିଳା ସରପଞ୍ଚ ଏଵଂ ନାଇବ ସରପଞ୍ଚ ଙ୍କୁ ନେଇ ଏକ ଦକ୍ଷତା ବୃଦ୍ଧି ନେତୃତ୍ୱ ର ଗଠନ ତାଲିମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି, ଗ୍ରାମ ପଞ୍ଚାୟତ ର ବିକାଶ ଉଦ୍ଦେଶ୍ୟରେ ମହିଳା ଲୋକ ପ୍ରତିନିଧି ଙ୍କୁ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଏକ ଦୀର୍ଘ ତିନି ଦିନିଆ ତାଲିମ୍ ଶିବିର ଆୟୋଜିତ ହୋଇଥିଲା।
Read More News
T & CPrivacy PolicyContact Us