Install App
bidyut318
This browser does not support the video element.
ଛେଣ୍ଡିପଦା: ଥାନା ଛକ ଠାରେ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ, ଯୋଗଦେଲେ ଛେଣ୍ଡିପଦା ବିଧାୟକ
Chhendipada, Angul | Aug 15, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଛକ ଠାରେ ଆମ୍ୱେଦକର ଫାଉଣ୍ଡେସନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗ ଦେଇ ଆମ୍ବେକାରଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ କାରି ବିଭିନ୍ନ ସ୍ଲୋଗାନ ଦେଇ ଆମ୍ବେଦକରଙ୍କ ଗୁଣଗାଣ କରିଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!