This browser does not support the video element.
ଛତ୍ରପୁର: ଖୋଡ଼ାସିଂ ଠାରେ ଭାରତ ବିକାଶ ପରିଷଦ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ, ଯୋଗଦେଲେ ସ୍ଥାନୀୟ ବିଧାୟକ
Chhatrapur, Ganjam | Sep 7, 2025
ବ୍ରହ୍ମପୁର ଖୋଡ଼ାସିଙ୍ଗ ସ୍ଥିତ ସମ୍ରାଟ୍ କଲେଜ୍ ଠାରେ ଭାରତ କୋ ଜାନୋ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭାରତ ବିକାଶ ପରିଷଦ ବ୍ରହ୍ମପୁର ମୁଖ୍ୟ ଶାଖା ଓଡ଼ିଶା ପୂର୍ବ ପ୍ରାନ୍ତ ଦ୍ୱାରା ରାଷ୍ଟ୍ରୀୟ ଗାନ ସମୂହ ପ୍ରତିଯୋଗିତା ଓ ଭାରତ କୋ ଜାନୋ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରବିବାର ଅପରାହ୍ନରେ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।