Download Now Banner

This browser does not support the video element.

କଟକ ପୌରାଞ୍ଚଳ: ନାବାଳିକାକୁ ଅସଦାଚରଣ ଅଭିଯୋଗରେ ମର୍କତନଗର ଥାନା ପୁଲିସ ଶନିବାର ହଇରାଣପୁର ବସ୍ତି ଅଞ୍ଚଳର ବିଘ୍ନେଶ ନାୟକକୁ ଗିରଫ କରିଛି

Cuttack M Corp PS, Cuttack | Aug 30, 2025
ନାବାଳିକାକୁ ଏକୁଟିଆ ଦେଖି ଅସଦାଚରଣ ଅଭିଯୋଗରେ ମର୍କତନଗର ଥାନା ପୁଲିସ ହଇରାଣପୁର ବସ୍ତି ଅଞ୍ଚଳର ବିଘ୍ନେଶ ନାୟକକୁ ଶନିବାର ସନ୍ଧ୍ୟା ୬ ଟାରେ ଗିରଫ କରି ଅଦାଲତ ଚାଲାଣ କରିଛି। ପୁଲିସ ସୂଚନା ଅନୁଯାୟୀ ଏହି ଅଞ୍ଚଳରେ ଜଣେ ନାବାଳିକା କଲେଜ ଓ ଟ୍ୟୁସନ ଏକୁଟିଆ ଯାଉଥିବାରୁ ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ତାକୁ ବାଟଘାଟରେ ହଇରାଣ କରିଆସୁଥିଲା।
Read More News
T & CPrivacy PolicyContact Us