Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ, ସମସ୍ୟାର ସମାଧାନ ପାଇଁ ସିଡିଏମଓଙ୍କୁ ସ୍ମାରକପତ୍ର ପ୍ରଦାନ #jansamasya

Baleshwar M, Balasore | Jun 5, 2025
ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ।କିଛି ବର୍ଷ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଫକୀରମୋହନ ମେଡିକାଲ କଲେଜ ଚାଲିଥିବା ବେଳେ ବର୍ତ୍ତମାନ ମେଡିକାଲ କଲେଜ ର କିଛି ୱାର୍ଡ କୁ ରେମୁଣା ସ୍ଥିତ ମେଡିକାଲ କଲେଜ୍ କୁ ସ୍ଥାନାନ୍ତର କରାଯାଇଛି।ଯାହାଦ୍ଵାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର,ନର୍ସ, ଆଟାଣ୍ଡେଣ୍ଟ,କର୍ମଚାରୀ ଅଭାବ ଯୋଗୁଁ ରୋଗୀ ସେବାରେ ଘୋର ସମସ୍ୟା ଦେଖାଯାଇଛି।ଏହି ସମସ୍ୟାର ସମାଧାନ ପାଇଁ ଆଜି ଦିନ ୧୨ ଟା ସମୟରେ ବାଲେଶ୍ୱର ସଚେତନ ନାଗରିକ, ବୁଦ୍ଧିଜୀବିଙ୍କ ପକ୍ଷରୁ ସ୍ମାରକପତ୍ର ପ୍ରଦାନ।
Read More News
T & CPrivacy PolicyContact Us