Download Now Banner

This browser does not support the video element.

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଠାରେ କୋଡ଼ିଙ୍ଗାମାଳି ପାହାଡରୁ ବକ୍ସାଇଟ ଖଣି ଖନନକୁ ବିରୋଧକରି ପ୍ରଭାବିତ ଅଞ୍ଚଳବାସୀଙ୍କ ବିରାଟ ସୋଭାଯାତ୍ରା

Lakshmipur, Koraput | Sep 12, 2025
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଠାରେ କୋଡ଼ିଙ୍ଗାମାଳି ପାହାଡରୁ ବକ୍ସାଇଟ ଖଣି ଖନନ ବନ୍ଦ କରିବା ଦାବିରେ ବିଭିନ୍ନ ସଙ୍ଗଠନ ତରଫରୁ ରାୟଗଡ଼ା ଜିଲ୍ଲା ଓ କୋରାପୁଟ ଜିଲ୍ଲାରୁ ହଜାରହଜାର ଲୋକଙ୍କ ବିରାଟ ରାଲି ଆୟୋଜନ କରାଯାଇଛି। ଶିଳ୍ପ ନାହିଁ ତ ଖଣି ନାହିଁ ଏହି ଦାବିରେ ଏହି ରାଲୀ ଆୟୋଜନ କରାଯାଇଛି ।ବେଦାନ୍ତ ଖଣି ଯେଉଁଠି ଉତ୍ପାଦନ କରୁଛି ସେଠାରେ ହିଁ କାରଖାନା ପ୍ରତିଷ୍ଠା କରୁ ବୋଲି ବିସ୍ତାପିତ ଅଞ୍ଚଳ ବାସୀ ଦାବି କରିଛନ୍ତି।ଭିଡ଼ ନିୟନ୍ତ୍ରଣ ପାଇଁ ଲକ୍ଷ୍ମୀପୁର ଏସଡ଼ିପିଓଙ୍କ ନେତୃତ୍ୱରେ ଲକ୍ଷ୍ମୀପୁର, କାକିରିଗୁମା,ନାରାୟଣପାଟଣା ଓ ବନ୍ଧୁଗାଁ ଥାନାର ପୋଲିସ ଟିମ ନିୟୋଜିତ।
Read More News
T & CPrivacy PolicyContact Us