This browser does not support the video element.
ଢେଙ୍କାନାଳ ସଦର: ଦକ୍ଷିଣକାଳୀର ଯୁବକ ନିଖୋଜ ନିଖୋଜ, ପତ୍ନୀଙ୍କ ଖୋଜି ଆଣିବା ପାଇଁ ଅନୁରୋଧ
Dhenkanal Sadar, Dhenkanal | Oct 8, 2025
ଢେଙ୍କାନାଳ ଟାଉନ ଥାନା ଦକ୍ଷିଣକାଳୀ ରୋଡର ଏକ ଭଡାଘରେ ରହୁଥିବା ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି |ଗତ କାଲି ମଣିଙ୍ଗ ୱାର୍କ ଆସି ଆଉ ଘରକୁ ଫେରି ନାହାଁନ୍ତି। ରତିକାନ୍ତ ସାମର ନାମକ ଉକ୍ତ ଯୁବକ ନିଖୋଜ ଅଛନ୍ତି । ତାଙ୍କ ପତ୍ନୀ ଏ ସଂପର୍କରେ ଟାଉନ ଥାନାରେ ଜଣାଇଛନ୍ତି ।ଖୋଜି ଆଣିବାପାଇଁ ତାଙ୍କ ପତ୍ନୀ ମଧ୍ୟାହ୍ମ ୧୨ଟାରେ ମହାବୀର ବଜାରଠାରେ ଆଜି ଅନୁରୋଧ କରିଛନ୍ତି ।