Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ଚିକିତ୍ସା ଅବହେଳା ଅଭିଯୋଗରେ ମଙ୍ଗଳବାର କଟକର ଝୋଲାସାହି ସ୍ଥିତ ଘରୋଇ ହସ୍ପିଟଲ ସମ୍ମୁଖରେ ବିକ୍ଷୋଭ
Cuttack M Corp PS, Cuttack | Sep 2, 2025
ଢେଙ୍କାନାଳ ଜିଲ୍ଲା ଖଦେଇ ପୁର ଗ୍ରାମର ପଦିଆ ଦାସ ପୁଅ ରିପୁ ରଞ୍ଜନ ଦାସଙ୍କ ଶବକୁ ଧରି ଝୋଲା ସାହି ସ୍ଥିତ ଏକ ଘରୋଇ ହସ୍ପିଟାଲ ସମ୍ମୁଖରେ ରଖି ମଙ୍ଗଳବାର ଦିନ ୨ଟାରେ lସମ୍ପର୍କୀୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନେ ଚିକିତ୍ସା ଅବହେଳା ଅଭିଯୋଗ ଆଣିଥିଲେ, ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!