Download Now Banner

This browser does not support the video element.

ନୀଳଗିରି: ନିଳଗିରିରେ କେନ୍ଦ୍ରୀୟ ବିଦ୍ୟାଳୟ ମଞ୍ଜୁରୀ ପାଇଁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା

Nilagiri, Balasore | Oct 1, 2025
ନିଳଗିରିରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ କ୍ୟାବିନେଟ୍ ରେ ମଞ୍ଜୁରୀ ହୋଇଛି। ଏ ନେଇ ଆଜି ରାତି ୮ ଟା ସମୟରେ ନୀଳଗିରି ଠାରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି।ଦୀର୍ଘ ଦିନର ନୀଳଗିରି ବାସୀଙ୍କ ଦାବି ପୁରଣ ହୋଇଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।ଏଥି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୀଳଗିରି ବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି।
Read More News
T & CPrivacy PolicyContact Us