This browser does not support the video element.
ସିମୁଳିଆ: ଖଇରା କୁ NAC ରୁ ବାଦ ପଡିବା ପ୍ରତିବାଦ ରେ 8 ଘଣ୍ଟିଆ ଖଇରା ବନ୍ଦ ଡାକରା,
Similia, Balasore | Sep 3, 2025
ବିଭିନ୍ନ ସଂଗଠନ ତରଫରୁ ଆଜି 8 ଘଣ୍ଟିଆ ଖଇରା ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି l ଖଇରା ଅଞ୍ଚଳକୁ ଆଜି ବନ୍ଦ ଡାକରା ଦେଇଛି ଖଇରା ର ବିଭିନ୍ନ ସଂଗଠନ l ପୂର୍ବ ସରକାର ସମୟରେ ଖଇରା କୁ NAC ଘୋଷଣା କରାଯାଇଥିଲା l ପରେ ନୂତନ ସରକାର ଆସିବା ପରେ ଖଇରା କୁ NAC ଘୋଷଣାରୁ ବାଦ ପଡିଛି l ତେଣୁ ଆଜି ଏହି ପ୍ରତିବାଦରେ ଆଜି ସ୍କୁଲ, କଲେଜ, ଦୋକାନ ବଜାର ସହିତ ସମସ୍ତ ସରକାରୀ କାର୍ଯ୍ୟାଳୟ ଆଜି ବୁଧବାର ଅପରାହ୍ନ 2 ଘଟିକା ସମୟ ପର୍ଯ୍ୟନ୍ତ ବନ୍ଦ କରାଯାଇଛି l ଆଗାମୀ ଦିନ ରେ ଆମରଣ ଅନଶନ କରିବା ନେଇ ଚେତାବନି ଦେଇଛନ୍ତି କର୍ମକର୍ତ୍ତା ମାନେ l